Feria del libro importado hasta con 40% dcto  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Mahagatha Karmasutrara (en Oriya)
Formato
Libro Físico
Idioma
Oriya
N° páginas
528
Encuadernación
Tapa Blanda
Dimensiones
21.6 x 14.0 x 3.0 cm
Peso
0.66 kg.
ISBN13
9781645602828

Mahagatha Karmasutrara (en Oriya)

Snehsudha Misra (Autor) · Black Eagle Books · Tapa Blanda

Mahagatha Karmasutrara (en Oriya) - Misra, Snehsudha

Libro Nuevo

$ 38.713

$ 64.522

Ahorras: $ 25.809

40% descuento
  • Estado: Nuevo
Origen: Estados Unidos (Costos de importación incluídos en el precio)
Se enviará desde nuestra bodega entre el Lunes 19 de Agosto y el Lunes 02 de Septiembre.
Lo recibirás en cualquier lugar de Argentina entre 1 y 3 días hábiles luego del envío.

Reseña del libro "Mahagatha Karmasutrara (en Oriya)"

ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା'ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା' ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ...କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନିଷ୍ଫଳ ଶରଣାଗତ ସେ ହୋଇଛି, କିନ୍ତୁ ଭବିଷ୍ୟତ ତ ଦୂରର କଥା, ପର ମୁହୂର୍ତ୍ତରେ କ'ଣ ଅଛି ମଧ୍ୟ ଜାଣିପାରୁ ନାହିଁ। ଭାରତୀୟ ଦର୍ଶନରେ କର୍ମବାଦ, ଏଇ ବିଫଳତାର ଏକ ସଫଳ ଅଭିବ୍ୟକ୍ତି । କ୍ଷୁଦ୍ର ମଞ୍ଜିଟିଏ ବିଶାଳ ବଟବୃକ୍ଷ କୁ ଜନ୍ମ ଦେବା ପରି ନିଜର କୃତକର୍ମ ହିଁ ନିଜ ଭାଗ୍ୟ ର ଗତିପଥକୁ ନିର୍ଣ୍ଣୟ କରେ, କର୍ମବାଦର ଏହି ସର୍ବ ସ୍ୱୀକୃତ ତତ୍ତ୍ୱ ହିଁ ଏହି 'ମହାଗାଥା କର୍ମସୂତ୍ର ର' ଅନ୍ତଃପ୍ଳାବିନୀ ଫଲ୍ ଗୁ । ଆଉ ବିଗିଡ଼ା କର୍ମ ଭୟଙ୍କର ହେଲେ ଆଗାମୀ ପୁରୁଷ ପୁରୁଷ ଧରି ଯେ ତା'ର ମନ୍ଦଫଳ ଭୋଗ କରନ୍ତି, ଏହି ଉପନ୍ୟାସ ଟି ତାହାର ଏକ ଅନୁଗତ ଆଲେଖ୍ୟ।

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes