Feria del libro importado hasta con 40% dcto  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Maanka Baikunthapura (en Oriya)
Formato
Libro Físico
Idioma
Oriya
N° páginas
146
Encuadernación
Tapa Blanda
Dimensiones
21.6 x 14.0 x 0.9 cm
Peso
0.20 kg.
ISBN13
9781645603566

Maanka Baikunthapura (en Oriya)

Binodini Patra (Autor) · Black Eagle Books · Tapa Blanda

Maanka Baikunthapura (en Oriya) - Patra, Binodini

Libro Nuevo

$ 32.916

$ 54.860

Ahorras: $ 21.944

40% descuento
  • Estado: Nuevo
Origen: Estados Unidos (Costos de importación incluídos en el precio)
Se enviará desde nuestra bodega entre el Lunes 19 de Agosto y el Lunes 02 de Septiembre.
Lo recibirás en cualquier lugar de Argentina entre 1 y 3 días hábiles luego del envío.

Reseña del libro "Maanka Baikunthapura (en Oriya)"

ବିନୋଦିନୀଙ୍କ ଗଳ୍ପ ଜଗତ ଆଜିର ବ୍ୟକ୍ତି ସର୍ବସ୍ୱ ଚେତନା ଆଧାରିତ ନିଃସଙ୍ଗ ଜୀବନର ଅନ୍ତଃ ଆର୍ତନାଦ । ମୋ ହାତକୁ ଆସିଥିବା ବୈକୁଣ୍ଠପୁର ଗଳ୍ପ ସଂକଳନର ଗଳ୍ପମାନଙ୍କ ମଧ୍ୟରେ ମାଆ, ମା, ଚୋର, ସନ୍ଦେହ, ଠାରୁ ହୀରାହାର, ଓ ଋଣ ପରିଶୋଧ ଯାଏ ସର୍ବ ମୋଟ ଅଠରଟି ଗଳ୍ପ ମୋତିହାରର ବୈଦୁର୍ଯ୍ୟ ପ୍ରବାଳ ରତ୍ନ ପରି ଏକକୁ ଆରେକ ମହାନ ଓ ମୂଲ୍ୟବାନ । ସାମାନ୍ୟ ଘଟଣାକୁ ଅସାମାନ୍ୟ କରି ଗଢ଼ି ତୋଳିବାର ବିସ୍ମୟ ବିଭୋରତା ବିନୋଦିନୀଙ୍କ ଗଳ୍ପ ମାନଚିତ୍ରର ଆଙ୍ଗିକ ବୈଶିଷ୍ଟ୍ୟ ଓ ଫକୀର ମୋହନଙ୍କ 'ମୋଡ଼ ବୁଲିଲେ ଗପ' ନ୍ୟାୟରେ ପ୍ରତ୍ୟେକ କାହାଣୀର ଜନ୍ମ ଆକସ୍ମିକତାରୁ । ଯେମିତି ଝୁଣ୍ଟି ପଡ଼ିଲେ ଆଃ ଉଚ୍ଚାରିତ ହୁଏ ଆପେଆପେ, ସେହିପରି ତାଙ୍କ ଗଳ୍ପମାନ ସ୍ୱତଃନିସୃତ । ବିନୋଦିନୀ ନିଜ ଗଳ୍ପ ପାଇଁ ଚାଙ୍ଗୁଡ଼ି ଧରି ଅନ୍ୟ ବଗିଚାକୁ ଫୁଲ ତୋଳିବାକୁ ଯାଇନାହାନ୍ତି । ଫଳତଃ ନିଜ ଆଖି ଦେଖା କଥା, ନିଜର ପ୍ରତ୍ୟେହିକ ଅନୁଭୂତିରୁ ଯେମିତି ଗଳ୍ପଗୁଡ଼ିକ ଝରିପଡନ୍ତି ସ୍ୱତଃ । ବିନୋଦିନୀଙ୍କ ଭାଷା ଅତ୍ୟନ୍ତ ସରଳ, ଭାବ ଅଫୁରନ୍ତ ଓ ପାଠକକୁ ଭସେଇ ନେବାର ସାମର୍ଥ୍ୟ ରଖେ । ତାଙ୍କ ଗଳ୍ପରେ ନା ଅଛି ଆଡମ୍ବର, ନା ଅଛି ଛଳନା, ଅଛି କେବଳ କାବ୍ୟିକ କୌଶଳ, ପାଠକଙ୍କୁ ହିପ୍ନୋଟାଇଜ୍ କରିବାର ଅଭିନବ ଓ ଅନନ୍ୟ ପ୍ରବୀଣତା । ସାମ୍ପ୍ରତିକ ଗଳ୍ପ ସଂସ୍କାରର ଦେହଳୀରେ ବିନୋଦିନୀଙ୍କ ଗଳ୍ପ ନିଜ ମୌଳିକ ସୌଷ୍ଠବତାରେ ଓ ନିଜକଳାରେ ଅପ୍ରତିଦ୍ୱନ୍ଦୀ । ସର୍ବୋପରି ଗଳ୍ପର ମ

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes