Feria del libro importado hasta con 40% dcto  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Basanti (en Oriya)
Formato
Libro Físico
Idioma
Oriya
N° páginas
286
Encuadernación
Tapa Blanda
Dimensiones
21.6 x 14.0 x 1.6 cm
Peso
0.37 kg.
ISBN13
9781645602576

Basanti (en Oriya)

Kalindi Charan Panigrahi (Autor) · Annada Shankar Ray (Autor) · Harihar Mohapatra (Autor) · Black Eagle Books · Tapa Blanda

Basanti (en Oriya) - Panigrahi, Kalindi Charan ; Ray, Annada Shankar ; Mohapatra, Harihar

Libro Físico

$ 34.848

$ 58.081

Ahorras: $ 23.232

40% descuento
  • Estado: Nuevo
Origen: Estados Unidos (Costos de importación incluídos en el precio)
Se enviará desde nuestra bodega entre el Lunes 15 de Julio y el Lunes 29 de Julio.
Lo recibirás en cualquier lugar de Argentina entre 1 y 3 días hábiles luego del envío.

Reseña del libro "Basanti (en Oriya)"

'ବାସନ୍ତୀ' ଆଧୁନିକ ଓଡ଼ିଆ ସାହିତ୍ୟର ତଥାକଥିତ ସବୁଜ ଯୁଗର ଏକ ଚର୍ଚ୍ଚିତ ଓ କ୍ରାନ୍ତିକାରୀ ଉପନ୍ୟାସ । ବଙ୍ଗଳାର 'ବାରୋୟାରୀ' ଉପନ୍ୟାସ ଢାଞ୍ଚାରେ ଏହାର ସଂରଚନା-ସଂକଳ୍ପ ହୋଇଥିଲେ ହେଁ, ଓଡ଼ିଶାର ସମକାଳୀନ ସମାଜର ପୁଙ୍ଖାନୁପୁଙ୍ଖ ଚିତ୍ର ଏଥିରେ ସଜୀବ ଓ ଖୁବ୍ ପ୍ରଭାବଶାଳୀ ଭଙ୍ଗୀରେ ରୂପାୟିତ । କଟକର ରେଭେନ୍ସା କଲେଜ, ପେଟିନ୍ ସାହିରୁ ଏହାର ଅୟମାରମ୍ଭ ହୋଇ ବାଲେଶ୍ୱରର ଶିମିଳିପୁର ଏବଂ କଲିକତାର 'ଉତ୍କଳ ନିବାସ', ବର୍ଦ୍ଧମାନ ଜିଲ୍ଲାର ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବିସ୍ତୃତି ଲାଭ କରିଛି । ଏଥିରେ ସାଧାରଣ ମଣିଷ ମୁହଁର ଭାଷା, ମନର ଭାବନା ଏବଂ ଚଳଣି ଓ ବିଚାର ବିଶେଷ ସ୍ଥାନ ଦଖଲ କରିଅଛି । ମଣିଷର କୈଶୋର, ଯୌବନ ଏବଂ ପୌଗଣ୍ଡର ଅବସ୍ଥାଗତ ଭାବନା କିଛି ଚରିତ୍ରଙ୍କ ଦ୍ୱାରା ମଧ୍ୟ ଗୁରୁତ୍ୱଲାଭ କରିଛି । ହୃଦୟାବେଗକୁ ସାଇତି 'ବାସନ୍ତୀ' ସଂପ୍ରସାରିତ ଜୀବନ ବିଶ୍ୱାସର ବିଶେଷ ଗମ୍ଭୀର ଆହ୍ୱାନଟିଏ ପାଲଟିଯାଇଛି । ଦାମ୍ପତ୍ୟର ଅସମର୍ଥତା, ଅହଙ୍କାର ଏବଂ ଅଭିମାନର ଏକ ତ୍ରିବେଣୀ ତୁଠ ସାଜିଛି ଏ ଉପନ୍ୟାସ । ଆନ୍ତରିକତା ଏବଂ ଅନୁତାପର ସ୍ନିଗ୍ଧ ମଧୁର ଆଟୋପ ବେଶ୍ ଅନୁଭବିହୁଏ ଏଥିରୁ । ସମକାଳୀନ ଜୀନଚର୍ଯ୍ୟାର ଏକ ବ୍ୟଥା-ବିଧୂର ସ୍ପର୍ଶ ଯୋଗାଇବାରେ ଏହା ସମର୍ଥ । ଓଡ଼ିଆ ସାହିତ୍ୟର ଇତିହାସରେ ଏବଂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗତିଧାରାରେ ଏହାର ସ୍ଥାନ ଏଣୁ ଅତି ଉଚ୍ଚରେ ।'ବାସନ୍ତୀ' ଉପନ୍ୟାସ ଧାରାବାହିକ ରୂପେ 'ଉତ୍କଳ ସା

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes